Hockey

ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍

(ଆଦର୍ଶ ରାଉତ): ଆସନ୍ତା କାଲି ଓଡ଼ିଶା ଏକାଦଶ ଓ ନିୟୂ ସାଉ୍ଥ୍ ୱେଲସ୍ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜନ ହେବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ବିଭାଗର ସଚିବ ବିଶାଲ ଦେବ । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଉଭୟ ଓଡ଼ିଶା ଓ ନିୟୂ ସାଉଥ୍ ୱେଲସ୍ ଦଳର ଅଧିନାୟକ ଓ କୋଚ୍ ଊପସ୍ଥିତ ଥିଲେ । ସେହିପରି ଆସନ୍ତା ୪ ତାରିଖରେ ଆଉ ଏକ ମ୍ୟାଚ୍ ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ୍ରେ ଆୟୋଜନ କରାଯିବ ।

Related posts

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ମାଟି କାମୁଡିଲା ପାକିସ୍ତାନ; ୩-୧ରେ ଭାରତ ବିଜୟୀ

Odisha Sports Bureau

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau