More Sports

୨୦୧୯ ଇଣ୍ଡିଆ ଅଣ୍ଡର ୨୦ ଗାର୍ଲସ ଟିମ ଘୋଷିତ

(ଓଡିଶାସ୍ପୋର୍ଟସ ): ଅଗଷ୍ଟ ୨୪ ଓ ୨୫ ତାରିଖରେ ଭିଏତନାମର ଲାଓସରେ ଅନୁଷ୍ଠିତ ହେବା ଯାଉଛି ଏସିଆ ରଗ୍ବୀ ଅଣ୍ଡର -୨୦ ଗାର୍ଲସ ଚମ୍ପିଆନସିପ । ଏଥି ପାଇଁ ରଗବୀ ଇଣ୍ଡିଆ ଦଳ ଘୋଷଣା କରିଛି । ଘୋଷିତ ଦଳରେ କିସ୍ର ୫ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ ଅଧିନାୟକ ଥିବା ବେଳେ ରଞ୍ଜନୀ ଶବର, ସୋନି ମାନ୍ଦାଙ୍ଗି, ପାର୍ବତୀ କିସ୍କୁ ଓ ଲିଜା ସର୍ଦାର ରହିଛନ୍ତି। ଭାରତୀୟ ରଗ୍ବୀ ଦଳର କ୍ୟାମ୍ପ କିଟ ୟୁନିଭର୍ସିଟିରେ ଅଗଷ୍ଟ ୭ରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ୨୧ତାରିଖରେ ଶେଷ ହେବ।

Related posts

୨୦୨୧ରେ ଆୟୋଜନ ହେବ ଅଲିମ୍ପିକ୍ ଗେମ୍ସ: ଟୋକିଓ ଅଲିମ୍ପିକ୍ ମୁଖପାତ୍ର

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

Odisha Sports Bureau

ୱାଲର୍ଡ ଆଥଲେଟିକ୍ ଚମ୍ପିଆନସିପ୍ରେ ସପ୍ତମ ସ୍ଥାନରେ ରହିଲା ଭାରତୀୟ ରିଲେ ଟିମ୍

Odisha Sports Bureau