Cricket

ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ଓଡ଼ିଶାରୁ ୪

ଦ କ୍ରିକେଟ୍‌ ଆସୋସିଏସନ୍‌ ଫର୍‌ ଦି ବ୍ଲାଇଣ୍ଡ ଇନ୍‌ ଇଣ୍ଡିଆ (କାବି) ସୋମବାର ମହିଳା ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷଣା କରିଛି। ଡିସେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ନେପାଳ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ମୁମ୍ବାଇରେ ଅନୁଷ୍ଠିତ ହେବ। ଘୋଷିତ ୧୭ ଜଣିଆ ଦଳରେ ଓଡ଼ିଶାରୁ ୪ ଜଣ ଅଛନ୍ତି – ପଦ୍ମିନୀ ଟୁଡ଼ୁ, ବାସନ୍ତୀ ହାଁସ୍‌ଦା, ଫୁଲ ସୋରେନ ଓ ଝିଲ୍ଲୀ ବିରୁଆ ସ୍ଥାନ ପାଇଛନ୍ତି। ଅଧିନାୟିକା ଓ ଉପଅଧିନାୟିକାଙ୍କ ନାମ ଚଳିତ ମାସ ୨୮ ତାରିଖରେ ଘୋଷିତ ହେବ।

ଭାରତୀୟ ଦଳ: ବର୍ଷା ୟୁ, ଭାଲାସାନାନୈନି ରାଭାନ୍ନି, ସିମୁ ଦାସ, ପଦ୍ମିନୀ ଟୁଡ଼ୁ, କିଲାକା ସନ୍ଧ୍ୟା, ପ୍ରିୟା, ସାଣ୍ଡ୍ରା ଡେଭିସ କାରିମାଲିକାଲ, ବାସନ୍ତି ହାଁସଦା, ସିମ୍ରନଜିତ କୌର, ସୁନିତା ସାରାଥେ, ସୁଷମା ପଟେଲ, ଏମ୍‌ ସତ୍ୟବତୀ, ଫୁଲ ସାରେନ, ଝିଲ୍ଲୀ ବିରୁଆ, ଗଙ୍ଗା ସମ୍ଭାଜିକ କଦମ, ଗୀତା ମହାତୋ, କାବ୍ୟା ଏନ୍‌ଆର୍‌।

Related posts

ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ

Odisha Sports Bureau

ନ୍ୟୁଜିଲାଣ୍ଡକୁ ହରାଇଲl ଭାରତ :  କାଲି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍

ଭାରତର ପ୍ଲେଇଂ ଇଲେଭେନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

Odisha Sports Bureau