More Sports

ଶେଷ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ

(ଆଦର୍ଶ ରାଉତ) ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶାରେ ଦୁଇ ଦିନ ଧରି ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ଆଜି ଶେଷ ହୋଇଛି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ। ସହ ଖେଳାଳି ଓ ଖଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିଥିଲା ।

ଏହାର ଉଯାପନି ମୃହୁତ ରେ ସୁଇମିଙ୍ଗରେ ଓଲମ୍ପିକରେ ୩ ଥର ଗୋଲ୍ଡ ଜିତିଥିବା ଷ୍ଟେଫେନ୍ ରାଇସି, ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ମହମ୍ମଦ କେଫ ଓ ଆକାଶ ଚୋପ୍ରା, ଜାଭଲିଙ୍ଗ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ମିରାଜ ଚୋପ୍ରା ସମେତ ଅନେକ ନାମୀଦାମୀ ଖେଳାଳୀ ଉପସ୍ଥିତ ରହି ଶେଷ ଅଭିଭାସଣ ଦେଇଥିଲେ ।

Related posts

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

Odisha Sports Bureau

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau