Cricket

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ

ଆଜି ରାତିରୁ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ କ୍ରିକେଟ ଟିମ୍ । ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ । ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦,୩ଟି ୱାନଡ଼େ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ତେବେ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ଆଜି ଏକ ପ୍ରେସମିଟ କରି କ୍ୟାପଟେନ ବିରାଟ କୋହଲି କହିଛନ୍ତି ,ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟେ ଘରୋଇ ଦଳ ଶକ୍ତିଶାଳୀ ଲାଗୁଥିଲେ ବି ଏଥର ବିନା ସ୍ମିଥ ଓ ୱାନରରେ ପଡ଼ିଆକୁ ଓହ୍ଲାଇବ ।
୨୦୧୭ ରେ ଟିମ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆ ଟିମକୁ ହରାଇ ବର୍ଡ଼ର ଗାଭାସ୍କର ଟ୍ରଫି ପାଖରେ ରଖିଛି ।

Related posts

ICC ମହିଳା T20 ବିଶ୍ୱକପ୍ ଫାଇନାଲ୍: ଲର୍ଡସ୍‌ରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମହାମୁକାବିଲା

ଠକାମିର ଶିକାର ହେଲେ ସଚିନ ତେନ୍ଦୁଲକର

ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍

Odisha Sports Bureau