Cricket

ପର୍ଥ ଟେଷ୍ଟର ଚତୁର୍ଥ ଦିନ ଭାରତ ଆଗରେ ୨୮୭ର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନ । ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସ୍ରେ ୨୪୩ ରନ୍ କରି ଅଲ୍ଆଉଟ୍ ହେବା ପରେ ଭାରତ ଆଗରେ ବିଜୟ ଲକ୍ଷ୍ୟ ରହିଛି ୨୮୭ ରନ୍ । ପେସ୍ ବୋଲର ମହମ୍ମଦ ସାମିଙ୍କ ଦମ୍ଦାର ବୋଲିଂ ଫଳରେ ଭାରତ ଆଜି ଖୁବ୍ ଶୀଘ୍ର ଘରୋଇ ଦଳର ଓ୍ଵିକେଟ୍ଗୁଡ଼ିକୁ ଦଖଲ କରି ପାରିଥିଲା । ସାମି ୫୬ ରନ୍ ଦେଇ ୬ ଓ୍ଵିକେଟ୍ ଦଖଲ କରିଛନ୍ତି । ଯଶପ୍ରୀତ ବୁମରା ୩୯ ରନ୍ରେ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।

ଏବେ ଦେଖିବାର କଥା ପର୍ଥ ପିଚ୍ରେ ଶେଷ ଇନିଂସ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ କିଭଳି ପ୍ରଦର୍ଶନ କରୁଛନ୍ତି ।

Related posts

ଅଷ୍ଟ୍ରେଲିଆ ବିରୋଧରେ ଅଶ୍ୱିନଙ୍କ ନୂଆ ରଣନୀତି

Odisha Sports Bureau

ବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକ

WTC ଫାଇନାଲ ପାଇଁ ଯଶ୍ୱସ୍ୱୀ ଆରମ୍ଭ କଲେ ପ୍ରାକ୍ଟିସ,ବିରାଟ କୋହଲିଙ୍କ ଠାରୁ ନେଲେ ଖାସ ଟିପ୍ସ

Odisha Sports Bureau