Cricket

ଆଡ଼ିଲେଡ଼୍ ଠାରେ ଯାଦୁ ଦେଖାଇଲେ ଜାଡ଼େଜା

(ଓଡ଼ିଶା ସ୍ପୋର୍ଟ): ବ୍ୟାଟିଂ ଓ ବୋଲିଂକୁ ଛାଡ଼ିଦେଲେ ଫିଲ୍ଡିଂରେ ସବୁସମୟରେ ଯାଦୁ ଦେଖାଇ ଆସିଥିବା ରବୀନ୍ଦ୍ର ଜାଡେଜା ପ୍ରଶଂସକଙ୍କ ମନ ଜିଣିବାରେ ସମର୍ଥ ହୋଇଆସିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟିକିଆ ଦିନିକଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଉସ୍‌ମାନ୍‌ ଖାୱଜାଙ୍କୁ ରନ୍‌ଆଉଟ୍‌ କରି ସେ ଏଭଳି ଏକ ଚମତ୍କାର ଦେଖାଇଛନ୍ତି।

୧୯ତମ ଓଭର୍‌ରେ ସେ ସୁନ୍ଦରଭାବେ ଫିଲ୍ଡିଂ କରିନେବା ସହିତ ସଫଳତାର ସହିତ ୱିକେଟ୍‌କୁ ଥ୍ରୋ କରିଥିଲେ, ଯାହାକି ଫିଲ୍ଡ ଅମ୍ପୟାରଙ୍କ ସନ୍ଦେହ ହେବାରୁ ତୃତୀୟ ଅମ୍ପୟାରଙ୍କ ବିଚାର ପାଇଁ ଯାଥିଲା। ଶେଷରେ ଜାଡେଜାଙ୍କ ଏହି ଥ୍ରୋ ଠିକ୍‌ ସମୟରେ ହୋଇଥିବା ନେଇ ଘୋଷଣା କରିଥିଲେ ତୃତୀୟ ଅମ୍ପୟାର।

Related posts

ପରଲୋକରେ ସ୍କଟଲ୍ୟାଣ୍ଡର କନ୍ ଡି ଲାଙ୍ଗ

Odisha Sports Bureau

RCB ଅଲ୍-ଟାଇମ୍ ପ୍ଲେଇଂ-୧୧ରେ ରଜତ ପାଟିଦାର ଅଧିନାୟକ, କୋହଲିଙ୍କୁ ନମ୍ବର-୩ ସ୍ଥାନ

Odisha Sports Bureau

ବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନ

Odisha Sports Bureau