Cricket

ବିସିସିଆଇ : ଭାରତୀୟ ଟିମ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି

(ଓଡିଶା ସ୍ପୋର୍ଟ): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ କୁ ସିରିଜ୍ ଜିତିଥିଲା। ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍  ଦଳ ୨-୧ରେ ଜିତି ଥିଲା। ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଭାରତ ହାତେଇ ଥିଲା। ଏହି ସିରିଜ୍ରେ ଦଳ ୨-୧ରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆରେ ଏହା ଥିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ କୁ ବିଜୟ।

ଏହି ବିଜୟ ଲାଭ ପରେ ଖେଳାଳି ଓ ମ୍ୟାନେଜ୍ମେଣ୍ଟ ଷ୍ଟାଫ୍ କୁ ସହ ଚୟନ କମିଟି ସଦସ୍ୟଙ୍କୁ ବି ବିଜୟର ଲାଭ ମିଳିଛି। ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚୟନ କମିଟିରେ ୫ ଜଣ ସଦସ୍ୟ ଅଛନ୍ତି।
ଐତିହାସିକ ଟେଷ୍ଟ୍ ସିରିଜ୍ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍  ଓ ମ୍ୟାନେଜମେଣ୍ଟ ଷ୍ଟାଫ୍  ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା।

Related posts

ନିଲାମି ବେଳେ ବଡ଼ ଭୁଲ, ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau

ନିଆରା ଢଙ୍ଗରେ ଧୋନିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପନ୍ଥ

ଟି -୨୦ ବିଶ୍ୱକପ ପାଇଁ ୯୩ କୋଟି ଟଙ୍କା ପୁରସ୍କାର ପାଣ୍ଠି; କେହି ଫେରିବେନି ଖାଲି ହାତରେ

Odisha Sports Bureau