Cricket

ଭାରତ ସରକାର ଶୁଳ୍କ ଛାଡ଼ ନ କଲେ, ଟି-୨୦ ଓ ଦିନିକିଆ ବିଶ୍ବକପ୍‌ ପ୍ରତ୍ୟାହୃତ

(ଓଡିଶା ସ୍ପୋର୍ଟ): ଆଇସିସିକୁ ଯଦି ଭାରତ ସରକାର ଶୁଳ୍କ ଛାଡ଼ ଲାଗି ମନା କରିଦି‌ଏ କିମ୍ବା ବିସିସିଆଇର ଏଭଳି ଛାଡ଼ ଅର୍ଜନରେ ବିଫଳ ‌ହୁଏ ତେବେ ଆଇସିସି ଚାହିଁଲେ ୨୦୨୧ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୨୩ ମସିହାର ଦିନିକିଆ ବିଶ୍ବକପ୍‌ ଆୟୋଜନକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଉ ବୋଲି ବିସିସିଆଇ କହିଛନ୍ତି।

ଭାରତକୁ ମିଳିଥିବା ଦୁଇ ବିଶ୍ବକପ୍‌ ଆୟୋଜନ ଅଧିକାର ପ୍ରତ୍ୟାହୃତ ହେଲେ ବିସିସିଆଇ କିଛି କରି ପାରିବନାହିଁ ବୋଲି ବିସିସିଆଇ ନିଜ ଅସହାୟତା ପ୍ରକାଶ କରି କହିଛି। ଗତ ଆଇସିସି ତୈମାସିକ ବୈଠକରେ ବିସିସିଆଇ ମଧ୍ୟ ଏହା ଜଣାଇ ଦେଇଛି। ସରକାରଙ୍କୁ ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ଆଇସିସି ଚାହିଁଲେ ଭାରତରୁ ଟି-୨୦ ଓ ଦିନିକିଆ ବିଶ୍ବକପ୍‌ ପ୍ରତ୍ୟାହୃତ କରିପାରିବ । ଭାରତକୁ ମିଳିଥିବା ଦୁଇ ବିଶ୍ବକପ ଆୟୋଜନ ଅଧିକାର ପ୍ରତ୍ୟାହୃତ ହେଲେ ବିସିସିଆଇ କିଛି କରି ପାରିବନାହିଁ ବୋଲି ବିସିସିଆଇ ନିଜ ଅସହାୟତା ପ୍ରକାଶ କରି କହିଛି। ଆଇସିସିକୁ ଯଦି ଭାରତ ସରକାର ଶୁଳ୍କ ଛାଡ଼ ଲାଗି ମନା କରିଦି‌ଏ କିମ୍ବା ବିସିସିଆଇର ଏଭଳି ଛାଡ଼ ଅର୍ଜନରେ ବିଫଳ ‌ହୁଏ ତେବେ ଆଇସିସି ଚାହିଁଲେ ୨୦୨୧ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୨୩ ମସିହାର ଦିନିକିଆ ବିଶ୍ବକପ୍‌ ଆୟୋଜନକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବ ବୋଲି ବିସିସିଆଇ କହିଛନ୍ତି। ଗତ ଆଇସିସି ତୈମାସିକ ବୈଠକରେ ବିସିସିଆଇ ମଧ୍ୟ ଏହା ଜଣାଇ ଦେଇଛି। ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Related posts

ଇଣ୍ଡିଆ ହାତରେ ଏସିଆ କପ

Odisha Sports Bureau

IPL ତଥ୍ୟ: ତାଲିକାରେ ଥିବା ବୋଲର ଜସପ୍ରିତ ବୁମରାହଙ୍କ ବିପକ୍ଷରେ ସର୍ବାଧିକ ଛକା ମାରିଥିବା ଖେଳାଳି

Odisha Sports Bureau

୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ

Odisha Sports Bureau