Cricket

ଅନ୍ତିମ ଦିନିକିଆ, ସିରିଜ ଲକ୍ଷ୍ୟରେ ଉଭୟ ଦଳ

(ଓଡିଶା ସ୍ପୋର୍ଟ): ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ।ଉଭୟ ଦଳ ସିରିଜ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ।ଅଷ୍ଟ୍ରେଲିଆ ଭାରତକୁ କଡ୍ଡ଼ା ଟକ୍କର ଦେବ । ଫିରୋଜଶାହା କୋଟଲାରେ ପଞ୍ଚମ ଦିନିକିଆ କ୍ରିକେଟ ମ୍ୟାଚରେ ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ୍ କରୁଛି । ଭାରତୀୟ କ୍ୟାପଟେନ ବିରାଟ କୋହଲି ମଧ୍ୟ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଚାହୁଁଥିଲେ।

ଭାରତୀୟ ଟିମ ସେମାନଙ୍କ ଦଳରେ ଗୋଟିଏ ଦୁଇଟି ପରିବର୍ତ୍ତନ କରିଛନ୍ତି। ଭାରତୀୟ ଏକାଦଶରେ କେଏଲ୍ ରାହୁଲ ଓ ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଆସିଛନ୍ତି ମହମ୍ମଦ୍ ଶାମି ଓ ରବୀନ୍ଦ୍ର ଜାଡ଼େଜା।

Related posts

ବିଶ୍ୱକପ୍ ୨୦୨୩: ଭାରତରେ ୯ଟି ସ୍ଥାନରେ ମ୍ୟାଚ୍ ଖେଳାଯିବା ନେଇ ଘୋଷଣା

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ

Odisha Sports Bureau

୧୨୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟ୍ରାଭିସ…

Odisha Sports Bureau