Cricket

କୋଲ୍‌କାତା ନାଇଟ୍‌ ରାଇଡର୍ସର ପ୍ରସ୍ତୁତି ପର୍ବ ଆରମ୍ଭ

(ଓଡିଶା ସ୍ପୋର୍ଟ): ଆଗାମୀ ଆଇପିଏଲରେ ବିଜୟକୁ ଦୃଷ୍ଟିରେ ରଖି ଦୁଇ ଥର ବିଜେତା କେକେଆର୍‌ (କୋଲ୍‌କାତା ନାଇଟ୍‌ ରାଇଡର୍ସ) ଆସନ୍ତାକାଲିଠାରୁ ତା’ର ପ୍ରସ୍ତୁତି ଆରମ୍ଭ କରିବ। ଏଥିପାଇଁ ଜାଦବପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌-୨ ପଡ଼ିଆକୁ ବ୍ୟବହାର କରିବ। ଦୀନେଶ କାର୍ତିକଙ୍କ ନେତୃତ୍ବରେ କେକେଆର୍‌ ଦଳ ଯାଦବପୁର ପଡ଼ିଆରେ ଶିବିର ଆୟୋଜନ କରିବା ପରେ ଇଡେନ୍‌ ଗାର୍ଡେନ୍‌ରେ ମଧ୍ୟ ଅଭ୍ୟାସ କରିବ। ଏହି ଦଳ ଚଳିତ ମାସ ୨୪ ତାରିଖରେ ପ୍ରଥମ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପ୍ରଥମ ଦୁଇ ସପ୍ତାହ ପାଇଁ ଘୋଷିତ ହୋଇଥିବା ସୂଚୀ ଅନୁଯାୟୀ କେକେଆର୍‌ ତା’ର ପରବର୍ତୀ ଘରୋଇ ମ୍ୟାଚ୍‌ ୨୭ ତାରିଖରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସହ ଖେଲିବ।

Related posts

ରାଜସ୍ଥାନ ରୟାଲସ କ୍ୟାପଟେନ ହେବେ ରବୀନ୍ଦ୍ର ଜାଡେଜା!

Odisha Sports Bureau

ରାଞ୍ଚି ଟେଷ୍ଟରେ ଚମକିଲେ ଆକାଶଦୀପ୍ ;ଘାତକ ବୋଲିଂରେ ଘାଇଲା ଇଲଣ୍ଡ ଟିମ୍

Odisha Sports Bureau

ମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…

Odisha Sports Bureau