Cricket

ଆଇପିଏଲ ରେ ଧୋନୀ-ରୋହିତ ଟକ୍କର

(ଓଡ଼ିଶାସ୍ପୋର୍ଟ):ଆଇପିଏଲ ମହାଟକ୍କର। ଆଜି ମୁହାଁମୁହିଁ ହେବେ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରମୁଖ ପ୍ରତିଦ୍ୱନ୍ଦୀ ମୁମ୍ବାଇଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ। ତେବେ ରୋହିତ ଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହାଇ ଭୋଲଟେଜ୍ମ୍ୟାଚ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି।ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ଦଳ ପ୍ରଥମ ୩ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ରୋହିତ ବ୍ରିଗେଡ଼ର ମୁମ୍ବାଇ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇପ ଟେବୁଲର ସପ୍ତମ ସ୍ଥାନ ରେ ରହିଛି। ଚେନ୍ନାଇ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବାକୁ ଥିବା ବେଳେ ମୁମ୍ବାଇ ମଧ୍ୟ ହୋମ ଗ୍ରାଉଣ୍ଡରେ ମ୍ୟାଚ ଜିତିବାକ ୁ ଲକ୍ଷ୍ୟ ରଖିଛି ।

Related posts

ଦଳରେ ରହିବେ, କିନ୍ତୁ ମ୍ୟାଚ୍ ଖେଳିବେନି ଧୋନୀ !

Odisha Sports Bureau

ପଏଣ୍ଟ ଟେବୁଲରେ ୬ ନମ୍ବରରେ ଅଛି ଚେନ୍ନାଇ

Odisha Sports Bureau

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau