Cricket

ଆଜି ହାଇଦରାବାଦ-ଚେନ୍ନଇ ମଧ୍ୟରେ ମୁକାବିଲା

(ଓଡିଶା ସ୍ପୋର୍ଟ): ଆଜି ସନରାଇଜରସ୍ ହାଇଦ୍ରାବାଦ ଓ ଚେନ୍ନଇ ସୁପରକିଙ୍ଗସ୍ ମଧ୍ୟରେ ୩୩ତମ ମୁକାବିଲା ଅନୁଷ୍ଠିତ ହେବ। ହାଇଦ୍ରାବାଦର ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବ ମ୍ୟାଚ ଖେଳାଯିବ।ଚଳିତ ଆଇପିଏଲରେ ଏପର୍ୟ୍ୟନ୍ତ ସନରାଇଜରସ୍ ହାଇଦରାବାଦ ୭ଟି ମ୍ୟାଚ ଖେଳିଥିଲାବେଳେ ସେଥିରୁ ତିନୋଟି ମ୍ୟାଚରେ ବିଜୟ ଲାଭ କରିଛି।ଏଥି ସହିତ ଦଳ ପଏଣ୍ଟ୍ଟେବୁଲରେ ୬ପଏଣ୍ଟ୍ ସହ୬ଷ୍ଠ ସ୍ଥାନରେ ରହିଛି । ଅନ୍ୟ ପକ୍ଷରେ ଚେନ୍ନଇ ସୁପର କିଙ୍ଗସ୍ ଚଳିତ ବର୍ଷ ଭଲ ପଦର୍ଶନ ଜାରି ରଖିଛି। ଏପର୍ୟ୍ୟନ୍ତ ଦଳ ୮ ଟିମ୍ୟାଚ୍ ଖେଳି ସେଥିରୁ ୭ଟିରେ ବିଜୟୀ ହୋଇଛି।ଯାହା ଦ୍ୱାରା ପଏଣ୍ଟ୍ଟେବୁଲରେ ୧୪ପଏଣ୍ଟ୍ ସହ ପ୍ରଥମ ସ୍ଥାନ ବଜାୟୀରଖିଛି ।ଏହି ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ ଚେନ୍ନାଇ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।

Related posts

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

Odisha Sports Bureau

ମିନି-ଅକ୍ସନରେ ବାଦ ପଡ଼ିଛନ୍ତି ଅନେକ ଆଗଧାଡ଼ିର ଖେଳାଳି

Odisha Sports Bureau

ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାକୁ ଫେରିଲେ ଏହି ଖେଳାଳୀ