More Sports

୨୦୧୯ ଇଣ୍ଡିଆ ଅଣ୍ଡର ୨୦ ଗାର୍ଲସ ଟିମ ଘୋଷିତ

(ଓଡିଶାସ୍ପୋର୍ଟସ ): ଅଗଷ୍ଟ ୨୪ ଓ ୨୫ ତାରିଖରେ ଭିଏତନାମର ଲାଓସରେ ଅନୁଷ୍ଠିତ ହେବା ଯାଉଛି ଏସିଆ ରଗ୍ବୀ ଅଣ୍ଡର -୨୦ ଗାର୍ଲସ ଚମ୍ପିଆନସିପ । ଏଥି ପାଇଁ ରଗବୀ ଇଣ୍ଡିଆ ଦଳ ଘୋଷଣା କରିଛି । ଘୋଷିତ ଦଳରେ କିସ୍ର ୫ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ ଅଧିନାୟକ ଥିବା ବେଳେ ରଞ୍ଜନୀ ଶବର, ସୋନି ମାନ୍ଦାଙ୍ଗି, ପାର୍ବତୀ କିସ୍କୁ ଓ ଲିଜା ସର୍ଦାର ରହିଛନ୍ତି। ଭାରତୀୟ ରଗ୍ବୀ ଦଳର କ୍ୟାମ୍ପ କିଟ ୟୁନିଭର୍ସିଟିରେ ଅଗଷ୍ଟ ୭ରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ୨୧ତାରିଖରେ ଶେଷ ହେବ।

Related posts

ପୂର୍ବ ବିଶ୍ୱଚମ୍ପିଆନକୁ ପରାସ୍ତ କଲେ ପ୍ରଗନାନନ୍ଧା

Odisha Sports Bureau

ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ

Odisha Sports Bureau

ଜୁନ୍ ମାସରେ ଲସ୍ ଭେଗାସରେ ବକ୍ସିଂ ଆରମ୍ଭ ହୋଇପାରେ