Football

ଭାରତ ୫-୦ ଗୋଲରେ ଶ୍ରୀଲଙ୍କାକୁ କଲା ପରାସ୍ତ

(ଓଡିଶା ସ୍ପୋର୍ଟସ ): ହିମାଂଶୁ ଜାଙ୍ଗରାଙ୍କ ଭଲ ପ୍ରଦର୍ଶନ ସହିତ ଗୋଲ ହାଟ୍ରିକ୍ ସାହାଯ୍ୟରେ ଭାରତକୁ ଜିତାଇଛନ୍ତି । ମଙ୍ଗଳବାର ଦିନ ସୈଫ୍ ଅଣ୍ଡର-୧୫ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କାକୁ ଏକତରଫା ମୁକାବିଲାରେ ୫-୦ ଗୋଲରେ ପରାସ୍ତ କରିଥିଲା ଭାରତ । ଟିମ୍ ପାଇଁ ଜାଙ୍ଗରାଙ୍କ ସହିତ ମହେସନ ସିଂହ ଏବଂ ଶୁଭୋ ପାଲ ଗୋଲ କରିଛନ୍ତି । ଏହି ମ୍ୟାଚ୍ ପାଇଁ କୋଚ୍ ବିବିଆନୋ ଫର୍ଣ୍ଣାଡିସ୍ ଦୁଇଟି ପରିିବର୍ତ୍ତନ କରିଥିଲେ, ଯେଉଁଥିରେ ଶ୍ରୀଦ୍ଦାର୍ଥଙ୍କ ଜାଗାରେ ଜାଙ୍ଗରା ଏବଂ ଶିବାଜିତ ସିଂହଙ୍କ ସ୍ଥାନରେ ସାତ୍ତ୍ୱିକ ଶର୍ମାଙ୍କୁ ପଡିଆକୁ ଓହ୍ଲାଇଥିଲେ ।

Related posts

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ୍

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ଡିଶା ଏଫସି ଓଡିଶାର ପ୍ରତିଭା ଟଙ୍କ ଧରବାଗଙ୍କସହ ଅଢ଼େଇ ବର୍ଷୀୟା ଚୁକ୍ତି ସ୍ୱାକ୍ଷର କରିଛି

Odisha Sports Bureau