More Sports

୧୭ତମ ସ୍ଥାନରେ ଶୁଭଙ୍କର, ଟାଇଟଲ ଜିତିଲେ ୱିଲେଟ୍

(ଓଡିଶା ସ୍ପୋର୍ଟସ): ୟୁରୋପିୟ ଟୁରରେ ନିଜର ଶର୍ବଶ୍ରେଷ୍ଠ ପରିଣାମ ହାସଲ କରିବା ଶୁଭଙ୍କର ଶର୍ମାଙ୍କ ଆଶା ବିଏମଡବ୍ଲୁ ପିଜିଏ ଗୋଲ୍ଫ ଚମ୍ପିଆନଶିପର ଶେଷ ପର୍ଯ୍ୟାୟରେ ଭାଙ୍ଗି ଗଲା ଏବଂ ଶେଷରେ ସେ ସଂୟୁକ୍ତା ୧୭ତମ ସ୍ଥାନରେ ରହିଛନ୍ତି ।
ଶୁଭଙ୍କର ତୃତୀୟ ପର୍ଯ୍ୟାୟ ପରେ ସଂୟୁକ୍ତା ତୃତୀୟ ସ୍ଥାନରେ ଚାଲୁଥିଲେ କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ସେ ୪ ଓଭର ୭୬ର ନିରାଶଜନକ ପ୍ରଦର୍ଶନ କରିଥିଲେ ଏହା ପରେ ସେ ତଳକୁ ଖସିଯାଇଥିଲେ । ଏହି ସମୟରେ ଡେନୀ ୱିଲେଟ ନିଜର ଭଲ ପ୍ରଦର୍ଶନ ସହିତ ପ୍ରତ୍ୟାବର୍ତ୍ତନ ଯାରି ରଖି ଟ୍ରଫି ହାସଲ କରିଥିଲେ । ସେ ଶେଷ ପର୍ଯ୍ୟାୟରେ ୫ଅଣ୍ଡର ୬୭ର ସ୍କୋର କରିଥିଲେ, ତାଙ୍କର ମୋଟ୍ ଅଙ୍କ ୨୦ ଅଣ୍ଡର ରହିଥିଲା ।

Related posts

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

Odisha Sports Bureau

ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରାଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau

ସାଉଦି ଆରବ ମେସିଙ୍କ ହରାଇଲା ଆର୍ଜେଣ୍ଟିନାକୁ

Odisha Sports Bureau