More Sports

ବିଶ୍ୱ ବିଲିୟାର୍ଡସ ଚମ୍ପିଆନସିପରେ ପିଟର ଗିଲକ୍ରିଷ୍ଟ୍ ଚମ୍ପିଆନ, ସୌରଭ ରୌପ୍ୟରେ ସନ୍ତୁଷ୍ଟ

(ଓଡିଶା ସ୍ପୋର୍ଟସ): ସିଙ୍ଗାପୁରର ପିଟର ଗିଲକ୍ରିଷ୍ଟ ଶନିବାର ଦିନ ସୌରଭ କୋଠାରୀଙ୍କୁ ୧୩୦୭-୯୬୭ ଅଙ୍କରେ ପରାସ୍ତ କରି ବିଶ୍ୱ ବିଲିୟାର୍ଡସ ଚମ୍ପିଆନ ହୋଇଛନ୍ତି । ସେ ଲମ୍ବା ସମୟରୁ ତିନୋଟି ସିଜିନରେ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ଗତ ଚମ୍ପିଆନ କୋଠାରୀକୁ ମାତ ଦେଇଛନ୍ତି । ଗିଲକ୍ରଷ୍ଟ୍ ୬ବର୍ଷ ପରେ ଟାଇଟଲ ନିଜ ନାମରେ କରିଛନ୍ତି । ଗତ ବର୍ଷ ଗିଲକ୍ରିଷ୍ଟ୍ ଲିଡର୍ସରେ କୋଠାରୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଗିଲକ୍ରିଷ୍ଟ୍ ୨୦୧୩ରେ ଇଂଲଣ୍ଡର କୌସେୟରଙ୍କୁ ହରାଇ ଟାଇଟଲ୍ ନିଜ ନାମରେ କରିଥିଲେ ।

Related posts

ସ୍ନୁକର ବିଶ୍ୱ ଚାମ୍ପିଅନସିପ ସ୍ଥଗିତ

Odisha Sports Bureau

ଜୁଲାଇ ୪ ରୁ ପ୍ରଥମ ଅନଲାଇନ୍ ସୁଟିଂ ଲିଗ୍

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau