Tennis

ଫେନେଷ୍ଟା ଓପନ ଅଣ୍ଡର-୧୬ ଟେନିସର ଟାଇଟଲ୍ ଜିତିଲେ କରଣ, ରେଶମା

(ଓଡିଶା ସ୍ପୋର୍ଟସ): କରଣ ସିଂହ ଏବଂ ରେସମା ମାରୁରୀ ଫେନେଷ୍ଟା ଓପନ ଅଣ୍ଡର-୧୬ ଟେନିସରେ ନିଜର ପାଦ ଜମାଇ କ୍ରମଶଃ ବାଳକ ଏବଂ ବାଳୀକା ବର୍ଗରେ ରାଷ୍ଟ୍ରୀୟ ଚମ୍ପିଆନ୍ ହୋଇଛନ୍ତି । ଚତୁର୍ଥ ବର୍ଗୀୟ କରଣ ଫାଇନାଲରେ ଗୋଟିଏ ସେଟରେ ପଛରେ ରହିଯିବା ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଦିତି ଗୋଗୋଇଙ୍କୁ ୫-୭, ୬-୪, ୭-୬ରେ ପରାସ୍ତ କରିଛନ୍ତି । ସେହିପରି ଅଣ୍ଡର-୧୬ ବାଳିକା ବର୍ଗର ଫାଇନାଲରେ ରେଶମା ପରୀ ସିଂହଙ୍କୁ ଅତି ସହଜରେ ୭-୫, ୬-୨ରେ ପରାସ୍ତ କରିଛନ୍ତି ।

Related posts

ୟୁଏସ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରୁ ଓହରିଲେ ଅଷ୍ଟାପେଙ୍କୋ

Odisha Sports Bureau

ତ୍ରିବେଣୀ କପ -୨୦୧୯ ଦ୍ୱିତୀୟ ଦିନରେ

Odisha Sports Bureau

ଅଷ୍ଟ୍ରେଲିଆ ଓପନରେ ବାର୍ଟିଙ୍କ ଯାତ୍ରା ଶେଷ, ଫାଇନାଲରେ ସୋଫିଆ

Odisha Sports Bureau