More Sports

ପ୍ରୋ କବାଡ୍ଡୀ ଲିଗ୍: ସେମିଫାଇନାଲରେ ପ୍ରବେଶ କଲେ ବାଙ୍ଗଲୋର ବୁଲ୍ସ-ୟୁ ମୁମ୍ବା

(ଓଡିଶା ସ୍ପୋର୍ଟ): ପ୍ରୋ-କବାଡ୍ଡୀ ଲିଗ୍ ୨୦୧୯ ର ଏଲିମିନେଟର ରାଓଣ୍ଡ ଆରମ୍ଭ ହୋଇଯାଇଛି । ସୋମବାରଦିନ ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ବାଙ୍ଗଲୋର ବୁଲ୍ସ୍ ବିଜୟ ହାସଲ କରିନେଇଛି । ପବନ ସହରାଭତଙ୍କ ଭଲ ପ୍ରଦର୍ଶନରେ ଚମ୍ପୀଆନ ରହିଥିବା ବାଙ୍ଗଲୋର ବୁଲ୍ସ୍ ଏଠାରେ ପ୍ରଥମ ଏଲିମିନେଟରେ ୟୁପି ଯୋଦ୍ଧାକୁ ୪୮-୪୫ରେ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି । ଟିମର ଷ୍ଟାର ରିଡର ପବନ ମ୍ୟ।।ଚରେ ୨୦ ଅଙ୍କ ସଂଗ୍ରହ କରିଥିଲେ, ଯାହାଫଳରେ ବାଙ୍ଗଲୋର ଯୋଶ ସହିତ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲରେ ପ୍ରବେଶ କରିଛି ଯେଉଁଠାରେ ତାର ସାମ୍ନା ଦବଙ୍ଗ ଦିଲ୍ଲୀ ସହିତ ହେବ । ସେହିପରି ଦ୍ୱିତୀୟ ଏଲିମିନେଟ ମୁକାବିଲାରେ ୟୁ-ମୁମ୍ବା ହରିୟାଣା ଷ୍ଟିଲର୍ସକୁ ୪୮-୩୬ ଅନ୍ତରେ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି ।

Related posts

କିମ୍ବଦନ୍ତୀ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ ସପ୍ତମ ପରାଜୟ

Odisha Sports Bureau

ଏକାମ୍ର ସ୍ପୋଟରସ୍ ଲିଟେରାରି ପେଷ୍ଟିଭାଲ- ଭିସା ସମସ୍ୟା ଯୋଗୁଁ ଯୋଗ ଦେଇ ନ ପାରନ୍ତି ଖେଳାଳୀ

Odisha Sports Bureau

ଜାତୀୟ ରଗବି ଲାଗିରେ ଓଡ଼ିଶାର ନେତୃତ୍ଵ ନେବେ ହୁପି ମାଝୀ