Cricket

ବିଜୟ ହଜାରେ ଟ୍ରଫି ୨୦୧୯: କ୍ୱାଟର ଫାଇନାଲରେ ପୁଣ୍ଡୁଚେରି

(ଓଡିଶା ସ୍ପୋର୍ଟସ): କ୍ରିକେଟ ପ୍ରଶଂସକମାନଙ୍କ ନଜର ସାରାଦିନ ଉତ୍ତରାଖଣ୍ଡ-ପୁୁଣ୍ଡୁଚେରୀର ଅଲଗା ଳଅଲଗା ମୁକାବିଲା ଉପରେ ରହିଛି । ଉତ୍ତରାଖଣ୍ଡର ପ୍ରଶଂସକ ବିଜୟ ଏବଂ ଅଙ୍କର ସମିକରଣରେ ଆଗରେ ଚାଲିଥିବା ପୁଣ୍ଡୁଚେରୀର ପରାଜୟର ଆଶାରେ ଶେଷ ଫଳାଫଳ ପର୍ଯ୍ୟନ୍ତ ରହିଥିଲେ । ପ୍ର୍ରଥମ ମ୍ୟାଚରେ ପୁଣ୍ଡୁଚେରୀ ଆସାମକୁ ପଛରେ ପକାଇ ଉତ୍ତରାଖଣ୍ଡ ଟିମ୍ କୁ ପ୍ରଥମ ଝଟକା ଦେଇଛି । ଏହା ପରେ ଶେଷ ମ୍ୟାଚରେ ଉତ୍ତରାଖଣ୍ଡ ଟିମ୍ କୁ ଚଣ୍ଡିଗଡ ଟିମ୍ ପଛରେ ପକାଇ ଟୁର୍ଣ୍ଣାମେଣ୍ଟରୁ ବାହାରର ରାସ୍ତା ଦେଖାଇଦେଇଥିଲା । ପ୍ଲେଟ୍ ଗ୍ରୁପରେ ପୁଣ୍ଡୁଚେରୀ ୩୨ ଅଙ୍କ ସହିତ ପ୍ରଥମ ଏବଂ ଉତ୍ତରାଖଣ୍ଡ-ଚଣ୍ଡିଗଡ ଟିମ୍ ୨୪ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।
ବିଜୟ ହଜାରେ ଟ୍ରଫିର ପୂର୍ବ ମୁକାବିଲାରେ ଉତ୍ତତରାଖଣ୍ଡ ଟିମ୍ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିପାରିଥିଲା । ଅବଶ୍ୟ ପରେ ଅନ୍ତିମ ସିଜିନର ଚମ୍ପିଆନ ଟିମ୍ ବିଦର୍ଭ ହାତରେ ସମ୍ମାନଜକ ପରାଜୟର ସାମ୍ନା କରି ବାହାରିବାକୁ ପଡିଥିଲା ।

Related posts

T 20 ବିଶ୍ୱ କପରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି ବିରାଟ

Odisha Sports Bureau

ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଖେଳାଳି ରବି ବିଷ୍ଣୋଇ ଦେଖାଇଲେ କମାଲ

ଇଶାନ–ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ୍, ନ୍ୟୁଜିଲାଣ୍ଡ୍‌କୁ ହରାଇ ୨–୦ରେ ଆଗୁଆ ଭାରତ

Odisha Sports Bureau