Cricket

ଖୁବ ଶୀଘ୍ର ମଇଦାନକୁ ଆସିବେ ଧୋନୀ

(ଓଡିଶା ସ୍ପୋର୍ଟସ): ବହୁ ସମୟ ଧରି କିକ୍ରେଟରୁ ଦୂରେଇ ଥିବା ଏମଏସ ଧୋନୀ ଖୁବ ଶୀଘ୍ର ମଇଦାନକୁ ଆସିବେ । ଆସନ୍ତାବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପରେ ଧୋନୀ ନଜର ଆସିବେ । ଏହି ମ୍ୟାଚ୍ ପରେ ହିଁ ଭବିଷ୍ୟତ ପାଇଁ ଧୋନୀ କିଛି ନିଷ୍ପତ୍ତି ନେବେ ବୋଲି ତାଙ୍କ କୋଚ୍ କହିଛନ୍ତି ।
ଏବେ କିନ୍ତୁ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜଲାଣ୍ଡଠାରୁ ହାରିବା ପରେ କ୍ରିକେଟଠାରୁ ଦୂରେଇ ରହିଛନ୍ତି ଧୋନୀ । ଏପରିକି ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ସିରିଜରେ ମଧ୍ୟ ଧୋନୀ ସାମିଲ ହୋଇନାହାନ୍ତି । ବର୍ତ୍ତମାନ ନିଜ ପରିବାର ସହ ସମୟ ବିତାଉଥିବା କହିଛନ୍ତି ତାଙ୍କ ପିଲାବେଳର କୋଚ୍ କୈଶବ ବାନାର୍ଜୀ ।

Related posts

ୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

Odisha Sports Bureau

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

Odisha Sports Bureau

T20ରୁ ବାଦ ପଡି କିଛି ଏମିତି ପୋଷ୍ଟ କଲେ ଏହି କ୍ରିକେଟ ଖେଳାଳି

Odisha Sports Bureau