Tennis

ନାଡାଲଙ୍କ ନୂଆ ରେକର୍ଡ

(ଓଡିଶା ସ୍ପୋର୍ଟସ୍): ବିଶ୍ୱର ଦୁଇ ନମ୍ବର ଟେନିସ୍ ଖେଳାଳି ରାଫେଲ ନାଡାଲ ଆଉ ଏକ ସଫଳତା ହାସଲ କରିଛନ୍ତି । ସେ ୧୦୦୦ ଏଟିପି ଟୁର୍ ମ୍ୟାଚ୍ ଜିତିବାରେ ଦୁନିଆର ଚତୁର୍ଥ ଖେଳାଳି ହୋଇଛନ୍ତି । ପ୍ୟାରିସ୍ ମାଷ୍ଟର୍ସରେ ଦେଶବାସୀ ଫେଲିସିଆନୋ ଲୋପେଜ୍ଙ୍କ ଉପରେ ୪-୬, ୭-୬, ୬-୪ ବିଜୟ ସହ ସ୍ପେନୀୟ ତାରକା ଏହା ହାସଲ କରିଥିଲେ । ଗତ ମାସରେ ୧୩ ତମ ଥର ପାଇଁ ଫ୍ରେଞ୍ଚ ଓପନ୍ ଜିତି ରୋଜର ଫେଡେରରଙ୍କ ସର୍ବାଧିକ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡ ପରେ ଏହା ନାଡାଲଙ୍କ ପ୍ରଥମ ମ୍ୟାଚ ଥିଲା ।

Related posts

ଆଠ ବର୍ଷ ପରେ ଗ୍ରାଣ୍ଡସ୍ଲାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କ୍ଲିଜଷ୍ଟର୍ସ

Odisha Sports Bureau

ଫ୍ରେଞ୍ଚ ଓପନରୁ ଓହରିଲେ ସେରେନା

Odisha Sports Bureau

ମାଲେସିଆ ଓପନ୍,ସୁଙ୍ଗ୍ ଜିହ୍ୟୁନଙ୍କ ଠାରୁ ପରାସ୍ତ ହେଲେ ସିନ୍ଧୁ