Badminton

ଇତିହାସରେ ପ୍ରମୋଦଙ୍କ ନାଁ

ଜାପାନ: ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ପାରାଅଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ବ୍ରିଟେନର ଡାନିଏଲ ବିଠଲଙ୍କୁ ହରାଇ ସେ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି । ପ୍ରଥମ ଓଡିଆ ଆଥଲେଟ ଭାବରେ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସରେ ବ୍ରିଟେନକୁ ହରାଇ ଭାରତର ଟେକ ରଖିଲେ ଓଡିଆ ପୁଅ ପ୍ରମୋଦ ଭଗତ । ଏହା ଭାରତର ଚତୁର୍ଥ ସ୍ୱର୍ଣ୍ଣ ।

Related posts

ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ

Odisha Sports Bureau

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

Odisha Sports Bureau