Cricket

ମ୍ୟାଚର ତୃତୀୟ ଦିନରେ ଭାରତକୁ ଝଟକା

ସେଞ୍ଚୁରିୟନ: ସେଞ୍ଚରିୟନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚର ତୃତୀୟ ଦିନରେ ଭାରତକୁ ଲାଗିଛି ଝଟକା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଆହତ ହୋଇଛନ୍ତି ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ । ପାଦରେ ଆଘାତ ଲାଗିବାରୁ ପଡିଆରୁ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ତାଙ୍କସ୍ଥାନରେ ବଦଳ ଖେଳାଳୀ ଭାବେ ଶ୍ରେୟସ ଆୟର ଫିଲ୍ଡିଂ କରିବାକୁ ଆସିଛନ୍ତି । ତେବେ ବୁମରାହଙ୍କ ଆହତ କେତେ ଜଟିଳ ତାହା ଜଣା ପଡିନଥିବା ବେଳେ ମେଡିକାଲ ଟିମ ଲଗାତାର ଭାବେ ପରୀକ୍ଷା ଜାରି ରଖିଛନ୍ତି । ଯଦି ବୁମରାହ ତୁରନ୍ତ ସୁସ୍ଥ ନହୁଅନ୍ତି ତେବେ ଭାରତର ଟେନସନ୍ ବଢିବ । ବୁମରାହ ତାଙ୍କ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍କା ଦେଇଥିଲେ ।

 

Related posts

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ମ୍ୟାଚ

Odisha Sports Bureau

ପାକିସ୍ତାନ ସହ ଖେଳିବାକୁ ମନା କରିଦେଲା ଟିମ୍‌ ଇଣ୍ତିଆ

୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ ଆଜି ପର୍ଯ୍ୟନ୍ତ ଜ୍ୟାକ ହବ୍ସଙ୍କ ଏହି ରେକର୍ଡ