Cricket

ଗିରଫ ହେଲେ ପୂର୍ବତନ କ୍ରିକେଟର ବିନୋଦ

(ଦିଲ୍ଲୀ) : ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲିଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ । ମୁମ୍ୱାଇର ବାନ୍ଦ୍ରାରେ ବିନୋଦ କାମ୍ୱଲି ନିଶାଗ୍ରସ୍ତ ହୋଇ ଡ୍ରାଇଭିଂ କରୁଥିବା ବେଳେ ଏକ କାର୍‌କୁ ଧକ୍କା ଦେଇଥିଲେ। ଏହାପରେ ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା।

ସୂଚନାନୁଯାୟୀ , ୫୦ ବର୍ଷିୟ ବିନୋଦ କାମ୍ୱଲି ମଦ୍ୟପାନ କରି ଗାଡ଼ି ଚଲାଉ ଥିଲେ। ତାଙ୍କ ବିରୋଧରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବିକ ନିଶାରେ ସେ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ବାନ୍ଦ୍ରା ପୁଲିସ୍‌ ଷ୍ଟେସନ ଏହା ପରେ ବିନୋଦ କାମ୍ୱଲିଙ୍କୁ ଗିରଫ କରିନେଇଥିଲେ । ହେଲେ ପରେ ବିନୋଦ କାମ୍ୱଲିଙ୍କୁ ବେଲ୍‌ ମିଳି ଯାଇଛି।

Related posts

ହରମନପ୍ରିତ୍ ଧୁଆଁଧାର ଶତକ ସହିତ ରଚିଲେ ଇତିହାସ, ବିଶ୍ୱ କପ୍ ର ପ୍ରଥମ ମ୍ୟାଚରେ ଲଗାଇଲେ ରେକର୍ଡର ଝଡି

Odisha Sports Bureau

ଫିଟ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ପୁନର୍ବାର ଅଧିନାୟକ ହୋଇପାରିବେ ନାହିଁ ରୋହିତ ଶର୍ମା!

Odisha Sports Bureau

ଲାଇଭ ମ୍ୟାଚରେ କାହିଁକି କମେଣ୍ଟ୍ରି ଛାଡି ହଠାତ୍ ଉଠିଆସିଲେ ସୁନୀଲ ଗାଭାସ୍କର?

Odisha Sports Bureau