Cricket

ଭାରତ – ଦକ୍ଷିଣ ଆଫିକ୍ରା ଟି-୨୦ ମ୍ୟାଚ୍, ବୋଲିଂ କରିବ ଦକ୍ଷିଣ ଆଫ୍ରିକା

କଟକ: ବାରବାଟୀରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତିଛି । ହେଲେ ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ଦକ୍ଷିଣ ଆଫ୍ରିକା ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ର ଖେଳାଳିମାନେ ଅପରିବର୍ତ୍ତିତ ରହିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ଟିମ୍ରେ ଦୁଇ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରଥମ ମ୍ୟାଚ୍ ଖେଳିଥିବା ଡିକକ୍ ଓ ଷ୍ଟବ୍ସ ଖେଳିବେ ନାହିିଁ । ତାଙ୍କ ସ୍ଥାନରେ ହେଣ୍ଡ୍ରିକ୍ସ ଓ କ୍ଲାସେନ ମ୍ୟାଚ୍ ଖେଳିବେ ବୋଲି ଜଣାପଡିଛି । ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥିବା କ୍ରୀଡାପ୍ରେମୀ ମ୍ୟାଚ୍ର ମଜା ନେବେ । ମ୍ୟାଚ୍ କିଏ ଜିତିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଉଭୟଙ୍କ ଖେଳର ପ୍ରଦର୍ଶନ ପରେ ମ୍ୟାଚ୍ କିଏ ତାହା ଶେଷ ସମୟରେ ଜଣାପଡିବ ।

Related posts

ପର୍ଥ ଟେଷ୍ଟ: ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

Odisha Sports Bureau

ଗୌତମ ଗମ୍ଭୀରଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ଅବସ୍ଥାରେ ଅଛନ୍ତି କି? ଏକ ଆଶ୍ଚର୍ଯ୍ୟଜନକ ଡ୍ରେସିଂ ରୁମ୍ ସତ୍ୟ ପ୍ରକାଶ ପାଇଛି।

Odisha Sports Bureau

ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ