More Sports

ରୌପ୍ୟ ପଦକ ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୪/୭: ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱ ଆଥଲେଟିକ ଚାମ୍ପିୟନସିପରେ ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । ଫଳରେ ୧୯ ବର୍ଷ ପରେ ଭାରତକୁ ପଦକ ମିଳିଛି । ପ୍ରଥମ ସ୍ଥାନରେ ଅଛନ୍ତି ଗ୍ରେନାଡିଆନ୍ ଜାଭେଲିନ୍ ଥ୍ରୋୟର ଆଣ୍ଡରସନ୍ ପିଟରସନ୍ । ସେ ୯୦.୪୬ ମିଟର ଭାଲା ଫଇଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Related posts

ସାକ୍ଷି, ରାହୁଲ ଅୱରେ ଭାରତୀୟ ଟିମରେ ଶାମିଲ

Odisha Sports Bureau

ଦବାଙ୍ଗ ଦିଲ୍ଲୀ ୩୮-୩୫ରେ ପରାସ୍ତ କଲା ପାଟନା ପାଇରେଟର୍ସକୁ

Odisha Sports Bureau

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

Odisha Sports Bureau