Cricket

ଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭ

ମୁମ୍ବାଇ : ଏବେ କ୍ରିକେଟରେ ଯୋଡି ହେବ ଊକ ନୂଆ ଫର୍ବ୍ଦ । କାରଣ ଭାରତୀୟ ମହିଳା କ୍ରିକେଟ ଆସନ୍ତା ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର । ବିସିସିଆଇ ପକ୍ଷରୁ ମଙ୍ଗଳବାର ଦିନ ଏନେଇ ମଞ୍ଜୁରୀ ଦିଆଯାଇଛି । ଖବର ଅନୂଯାୟୀ ମାର୍ଚ୍ଚ ୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ମହିଳା ଆଇପିଏଲ ଖେଳାଯିବ । ସେଥିରେ କବଳ ୫ଟି ଦଳ ଅଂଶ ଗ୍ରହଣ କରିବେ । ଆଉ ସବୁ ଟିମ ପାଇଁ ମୋଟ ୧୬୦ରୁ ୧୭୦ ଭାରତୀୟ ଖେଳାଳି ଓ ୩୦ରୁ ୪୦ ବିଦେଶୀ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି । ନିକଟରେ ଅନୁଷ୍ଠିତ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ ମହିଳା ଆଇପିଏଲ ସଂପର୍କରେ ଆଲୋଚନା ହୋଇଥିଲା ଓ ଚୟନକର୍ତ୍ତା ମାନଙ୍କୁ ୨୦୦ ଖେଳାଳିଙ୍କ ତାଲିକା ଦେବା ପାଇଁ କୁହାଯାଇଥିଲା । ମହିଳା ଆଇପିଏଲ ଆରମ୍ଭ ପୂର୍ବରୁ ଫ୍ରାଞ୍ଚାଇଜି ନିଲାମ ଓ ମିଡିଆ ରାଇଟ୍ସ ନିଲାମ ଅନୁଷ୍ଠିତ ହେବ । ଫ୍ରାଞ୍ଚାଇଜି ନିଲାମ ପରେ ଖେଳାଳି ନିଲାମ ବି ହୋଇପାରେ ।

 

Related posts

ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତି

Odisha Sports Bureau

ବିରାଟ ଅନୁଷ୍କାଙ୍କ ଲଞ୍ଚଡେଟ

Odisha Sports Bureau

କଳା ପଟି ପିନ୍ଧି ମ୍ୟାଚ ଖେଳିଲେ ଭାରତୀୟ ଦଳ

Odisha Sports Bureau