Cricket

ଭାରତ- ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ

କଟକ: ଆଜି ଭାରତ – ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଜିବ । ପୁର୍ବାହ୍ନ ୧୦ଟା ୩୦ରେ ମ୍ୟାଚ୍ ଖେଳାଜିବ । ସେଥିଲାଗି ବାରବାଟୀ ଷ୍ଟ।ଡିୟମ ପିଚ୍ ଓ ପଡିଆର ପ୍ରସ୍ତୁତି କାମ ସରିଛି । ବିଶ୍ୱକପରେ ଭାରତ ଦୁଇଟି ମ୍ୟାଚ୍ ହାତେଇଥିବା ବେଳେ ବର୍ଷା ପାଇଁ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚ ବାତିଲ ରହିଥିଲା । ସେଥିଲାଗି ପଏଣ୍ଟ ଭାଗ କରିଛି । ଅନ୍ୟପକ୍ଷରେ ବାଂଲାଦେଶ ଟିମ ବେଶ ଶକ୍ତିଶାଳୀ ଥିବାରୁ ବାରବାଟୀ ମ୍ୟାଚ ଉଭୟ ଟିମ୍ ପାଇଁ ଜରୁରୀ ଅଟେ ।

Related posts

ବିରାଟଙ୍କ ଦମଦାର ସତକପରେ ପତ୍ନୀଙ୍କୁ ଭିଡିଓ କଲ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସ୍ପେନ୍ ପୁରୁଷ ହକି ଦଳ

Odisha Sports Bureau

ଆଇପିଏଲରେ ନିଲାମ ହେଲେ ମିଚେଲଙ୍କଠୁ ଅଧିକ ଦାମରେ ବିକ୍ରି ହେବେ ବିରାଟ କୋହଲି

Odisha Sports Bureau