Cricket

୪୦୦୦ ରନ୍ ସଂଗ୍ରହ କରି ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି ଋଷଭ

ନୂଆଦିଲ୍ଲୀ: ଋଷଭ ପନ୍ତ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ୪୦୦୦ ରନ୍ ସଂଗ୍ରହ କରିଥିବା ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି । ଆଜି ବାଂଲାଦେଶର ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଚାଲିଥିବା ଭାରତ-ବାଂଲାଦେଶ ଓପେନିଙ୍ଗ୍ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଙ୍ଗ୍ସ୍ରେ ଋଷଭ ଏହି କୃତ୍ବିତ୍ବ ହାସଲ କରିଛନ୍ତି । ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୪୦୦୦ ରନ୍ରୁ ଅଧିକ ସଂଗ୍ରହ କରିଥିବା ଆଉ ଜଣେ ଭାରତୀୟ ଖେଳାଳି ହେଉଛନ୍ତି ୱିକେଟ୍-ରକ୍ଷକ ଏମ୍. ଏସ୍. ଧୋନୀ। ୫୩୫ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଧୋନୀ ୧୫ଟି ଶତକ ଓ ୧୦୮ଟି ଅର୍ଦ୍ଧ-ଶତକ ସମେତ ୪୪.୭୪ ହାରରେ ୧୭୦୯୨ ରନ୍ ସଂଗ୍ରହ କରିଛନ୍ତି।

Related posts

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau

ଟେଷ୍ଟ କିକ୍ରେଟରେ ଅମ୍ପାୟାର ହେବେ ନୀତିନ ମେନନ

Odisha Sports Bureau

ଅଷ୍ଟ୍ରେଲିଆ ନମ୍ବର ୱାନ

Odisha Sports Bureau