Hockey

ହକି ବିଶ୍ୱକପ: ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲେ ଓଡିଶା ସରକାର

ଓଡିଶା:ଓଡିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ।ବିଶ୍ୱସ୍ତରୀୟ ହକି ଖେଳ ଓଡିଶାରେ ହେବାକୁ ଯାଉଥିବାରୁ ସାରା ବିଶ୍ୱର ନଜର ରହିଛି ଓଡିଶା ଉପରେ ।ବିଶ୍ୱର ସମସ୍ତ ଦେଶରୁ ଖେଳାଳି ସହ ଦର୍ଶକ ମଧ୍ୟ ଆସିବେ । ସେ ସମୟରେ ଆତଙ୍କବାଦୀ ଆକ୍ରମଣ ସହ ଅନ୍ୟ ଆକ୍ରମଣ ଭୟ ରହିଛି । ତେଣୁ ଗୁଇନ୍ଦା ବିଭାଗକୁ ସକ୍ରିୟ କରାଯାଉଛି ।କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ସହ ରାଜ୍ୟ ଗୁଇନ୍ଦା ବିଭାଗର ଉତ୍ତମ ସମନ୍ୱୟ ରକ୍ଷା କରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।କଡା ସୁରକ୍ଷା ମଧ୍ୟରେ ରହିବ ଭୁବନେଶ୍ୱର, କଟକ, ରାଉରକେଲା ।ଗୁଇନ୍ଦା ବିଭାଗର ରିପୋର୍ଟ ସହ ଏସଓପି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

 

Related posts

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

Odisha Sports Bureau

ହକି ବିଶ୍ୱକପ ବାରବାଟି ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତି

Odisha Sports Bureau

ବେଲଜିୟମ ଟୁର ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

Odisha Sports Bureau