Hockey

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

(ଆଦର୍ଶ ରାଉର) ଭୂବନେଶ୍ୱର ରେ ଚାଲିଛି ହକି ମହାକୁମ୍ଭ । ବିଭିନ୍ନ ଦେଶରୁ ବିଭିନ୍ନ ଧର୍ମର ଧର୍ମାବିଲମ୍ବି ମାନେ ଏହି ମ୍ୟାଚରେ ଥିବାରୁ ଆଗରୁ ତାଙ୍କ ଖାଇବା ଠାରୁ ଆରମ୍ଭ କରି ତାଙ୍କର ରହିବା ପର୍ଯ୍ୟନ୍ତ ସବୁଥିରେ ଖୁବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇôିଲା ।

ଆଜି ଶୁକ୍ରବାର ଥିବାରୁ ପାକିସ୍ଥାନ ଟିମ, ନମାଜ ପାଠ କରିବା ନିମନ୍ତେ ଗଜପତି ନଗର ରେ ଥିବା ମସଜିତ କୁ ଯାଇôିଲେ ଓ ସେଠାରେ ନମାଜ ପାଠ କରିଥିଲେ । ଖେଳାଳି ମାନଙ୍କୁ କଡା ସୁରକ୍ଷା ବଳୟ ଭିତରେ ସେଠାକୁ ନିଆଯାଇଥିଲା ଓ ସେଠାରେ ନମାଜ ପାଠ ପରେ ସେମାନଙ୍କୁ ପୁଣି କଡା ସୁରକ୍ଷା ଭିତରେ ଅଣାଯାଇଥିଲା । ମସଜିତ ପାଖରେ ଖେଳାଳି ମାନଙ୍କୁ ଦେଖିବା ପାଇଁ ଖୁବ ଗହଳି ଜମିବା ସହ ଲୋକଙ୍କ ମନରେ ଖୁବ ଆନନ୍ଦ ମଧ୍ୟ ଦେଖାଦେଇଥିଲା ।

Related posts

ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟ

Odisha Sports Bureau

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

Odisha Sports Bureau

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau