More Sports

ଏସିଆନ ଗେମ୍ସରେ ମହିଳା ସଟ୍‌ପୁଟ୍‌ରେ ଭାରତକୁ ବ୍ରୋଞ୍ଜ…

ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ମହିଳା ସଟ୍‌ପୁଟ୍‌ରେ ଭାରତକୁ ବ୍ରୋଞ୍ଜ ମିଳିଛି।୧୭.୧୭ ମିଟରର ଶ୍ରେଷ୍ଠ ଥ୍ରୋ ସହିତ ମନପ୍ରୀତ କୌର ଜିତିଛନ୍ତି ବ୍ରୋଞ୍ଜ। ଏହା ସହ ଏସିଆନ ଗେମ୍ସରେ ସଟ୍‌ପୁଟ୍‌ରେ ପଦକ ଜିତିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ମହିଳା।ସେହିପରି  ୧୬.୫୭ ମିଟର ଥ୍ରୋ ସହ ପଞ୍ଚମ ସ୍ଥାନରେ ରହିଛନ୍ତି କ୍ରିଷ୍ଣା ମେନନ।୨ ସ୍ବର୍ଣ୍ଣ ସହିତ ସହିତ ଭାରତକୁ ସମୁଦାୟ ୨୧ ପଦକ ଜିତିଛନ୍ତି।

ମନପ୍ରୀତ ଧୀମା ପ୍ରଥମ ଥ୍ରୋ ୧୬.୩୨ ମିଟର ଥିଲା। କିନ୍ତୁ ଧୀରେ ଧୀରେ ସେଥିରେ ଉନ୍ନତି ଘଟିଥିଲା। ଚତୁର୍ଥ ପ୍ରୟାସରେ ସେ ୧୭ ମିଟର ଅତିକ୍ରମ କରିଥିଲେ। ଆଉ ଏହା ତାଙ୍କୁ ବ୍ରୋଞ୍ଜ ପଦକ ହାସଲ କରିବାରେ ସହାୟକ ହୋଇଥିଲା। ଏହି ଇଭେଣ୍ଟରେ ଉଭୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାତେଇ ଥିଲେ ଚାଇନାର ସୋଙ୍ଗ ଜିଆୟୁଆନ ଓ ଝାଙ୍ଗ ଲିନରୁ।

Related posts

ବିଶ୍ୱ ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ୧୯ ବର୍ଷିୟ ମଞ୍ଜୁ ଜିତିଲେ ରୌପ୍ୟ

Odisha Sports Bureau

ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ

ରଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନ୍ସିପ : ଆଜି ଆସିବେ ୫ ଦଳ