Hockey

ହକି ମହାକୁମ୍ଭ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଉଦଘାଟନୀ ଉତ୍ସବ

କଟକ : ଆଗକୁ ଆସୁଛି ହକି ମହାକୁମ୍ଭ | ଏଥି ପାଇଁ ଚଳଚଞ୍ଚଳ କଟକ ସହର । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ଏଣୁ କଟକର ପ୍ରବେଶ ପଥ ଠୁ ଆରମ୍ଭ କରି ରାସ୍ତାଘାଟ, କାନ୍ଥବାଡ଼ ଏବେ ହକିମୟ । ଜନସାଧାରଣ, କ୍ରୀଡ଼ାପ୍ରେମୀ ଏକ ବଡ଼ ଧରଣର ଉଦଘାଟନୀ ଧମାକା ଦେଖିବାକୁ ପାଇବେ ବୋଲି କହିଛନ୍ତି କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣ । ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସ୍ଥାୟୀ ଭାବରେ ସାଇତି ରଖିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି କମିଶନର ।

 

Related posts

ଖେଳ ରତ୍ନା ପୁରସ୍କାର ଦୌଡରେ ମହିଳା ହକି କ୍ୟାପଟେନ ରାନୀ, ଭାଣ୍ଡାନା, ମୋନିକା ଏବଂ ହରମାନ

ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆ

Odisha Sports Bureau

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ, ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା

Odisha Sports Bureau