Hockey

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ, ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା

 ଚଳିତବର୍ଷର ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଯୁଗ୍ମବିଜେତା ଘୋଷିତ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରବିବାର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା । ପଡ଼ିଆରେ ପାଣି ଜମି ରହିଥିଲା । ପ୍ରାୟ ଦେଢଘଣ୍ଟଅପେକ୍ଷା କରିବା ପରେ ବର୍ଷା ବନ୍ଦ ନହେବାରୁ ରାତି ୧୨.୧୦ରେ ଅମ୍ପାୟାର ମ୍ୟାଚ୍କୁ ବାତିଲ ଘୋଷଣା କରିଥିଲେ । ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ହାରିନଥିବା ଭାରତ ଫାଇନାଲ ମ୍ୟାଚ୍ରେ ଫେଭରିଟ ଥିଲା । ଲିଗ୍୍ ପର୍ଯ୍ୟାୟରେ ପାକିସ୍ତାନକୁ ୨ ଥର ଲେଖାଏଁ ଚମ୍ପାିଆନ୍ ହୋଇଥିଲା । ଏଥର ଦୁହେଁ ଯୁଗ୍ମବିଜେତା ହୋଇଛନ୍ତି । ଏବେ ଭାରତୀୟ ହକି ଦଳର ପରବିର୍ତ୍ତୀ ଟୁର୍ଣ୍ଣାମେଣ୍ଟ ହେଉଛି ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍ ।

Related posts

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau

ବିଶ୍ୱକପ ଜୁନିୟର ହକି ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ବେଲଜୟମ ଟିମ୍

Odisha Sports Bureau

ଜାତୀୟ ବାଳିକା ହକି ସେମିରେ ଓଡ଼ିଶା

Odisha Sports Bureau