Hockey

ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ଟିମ ବେଲଜୀୟମ

ଭୁବନେଶ୍ୱର : ବିଶ୍ୱକପ ହକି ପାଇଁ ଆଜି ଓଡ଼ିଶାରେ ପହଞ୍ଚିବେ ଆଉ ୬ଟି ଦଳ। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ୨୦୧୮ର ଚମ୍ପିୟାନ ଦଳ ବେଲଜୀୟମ । ଏଥି ସହିତ ଅର୍ଜେନ୍ତିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସାଉଥ ଆଫ୍ରିକା, ମାଲେସିଆ ଏବଂ ଇଂଲଣ୍ଡ ଦଳ ବିଭିନ୍ନ ସମୟ ରେ ପହଞ୍ଚିବେ। ପୂର୍ବରୁ ଓଡିଶା ରେ ଆୟୋଜକ ଭାରତ ସମେତ ୩ଟି ଦଳ ପହଞ୍ଚି ସାରିଚନ୍ତି। ବିଶ୍ୱକପ ରେ ମୋଟ ୧୬ଟି ଦଳ ଭାଗ ନେଉଛନ୍ତି। ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।

 

Related posts

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau

ଦର୍ଶକଙ୍କ ସହ ଝୁମିଲେ ଓ ଗୀତ ଗାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

Odisha Sports Bureau

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau