Cricket

ହାଟଡିହିରେ ସର୍ବ ଭାରତୀୟ ମା ବାଶୁଳି କପ୍ ମହା ସମାରେହ ଅନୁଷ୍ଠିତ

ହାଟଡିହି : ଷଷ୍ଠ ବାର୍ଷିକ ସର୍ବଭାରୀୟ ମା ବାସୂଳି କପ୍ କ୍ରିକେଟ ହାଟଡିହି ରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ତାରିଖ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୨୨ ତାରିଖ ଫାଇନାଲ ଅନୁଷ୍ଠିତ ହେବ । ଆଜି ଶେଷ କ୍ୱାଟର ରେ ୟୁନାଇଟେଡ ବ୍ରହ୍ମପୁର ଓ ସାଉଥ୍ ରେଲୱେ ବୋକରୋ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଗମୀ ବର୍ଷ ଇଣ୍ଟର୍ନେସନାଲ ସ୍ତରରେ ଏହି ଖେଳ ହେବ ବୋଲି ଆୟୋଜକ ମାନେ ମତ ରଖିଛନ୍ତି ।

Related posts

କୋହଲିଙ୍କ ନାମରେ କୋଟଲା ଷ୍ଟାଡ଼ିୟମ ଷ୍ଟାଣ୍ଡ

Odisha Sports Bureau

ଦ୍ରୁତତମ ଅଧିନାୟକ ବିରାଟ

Odisha Sports Bureau

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …