Cricket

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୨-୧ରେ ପରାଜୟ କରିଛି ଭାରତ । ଭାରତ ୧୬୮ ରନ ବ୍ୟବଧାନରେ ଜିତି ରେକର୍ଡ ହାସଲ କରିଛି । ଏତେ ବଡ ରନ ବ୍ୟବଧାନରେ ଇଣ୍ଡିଆ କୌଣସି ଟି-୨୦ ମ୍ୟାଚ୍ ଜିତିନଥିଲା । ଏହା ପୂର୍ବରୁ ଭାରତ ଆୟରଲାଣ୍ଡ ବିପକ୍ଷରେ ୧୪୩ ରନ ବ୍ୟବଧାନରେ ବିଜୟ ହାସିଲ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ୨୩୫ ରନର ଟାର୍ଗେଟ ଦେଇଥିଲା ଭାରତ । ହେଲେ ନ୍ୟୁଜିଲାଣ୍ଡ ମାତ୍ର ୬୬ ରନରେ ଅଲଆଉଟ୍ ହୋଇଯାଇଥିଲା । ୨୦୧୮ରେ ଡବଲିନରେ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚକୁ ୧୪୩ ରନରେ ଜିତିଥିଲା । ତାପରେ ଏହା ଭାରତର ପ୍ରଥମ ବଡ ବିଜୟ ।

Related posts

ଆଇପିଏଲ୍‌ରେ ବିଜୟ ଖାତା ଖୋଲିଲା ଲକ୍ଷ୍ନୌ

Odisha Sports Bureau

ଶ୍ରେୟସ ଆୟରଙ୍କୁ ଏବେ ପୁଣି ଥରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବ, କେବଳ ଏହି ସର୍ତ୍ତରେ

Odisha Sports Bureau

ଏସିଆ କପ୍‌ରୁ ବାହାରିବା ପରେ ପରସ୍ପର ସହ ମୁହାଁମୁହିଁ ହେଲେ ଶାହିନ୍ ଏବଂ ବାବର; ହସ୍ତକ୍ଷେପ କଲେ ରିଜୱାନ

Odisha Sports Bureau