Wrestling

ରେସଲର ସପକ୍ଷରେ କେଜ୍ରିୱାଲ

ଦିଲ୍ଳୀ:ଗତ କିଛି ଦିନ ହେଲା ଦିଲ୍ଳୀର ଜନତର ମନତରରେ ରେସଲରମାନେ ଧାରଣାରେ ବସିଛନ୍ତି ।କ୍ଷୈୁନ ନିର୍ଜାତନା ମାମଲାରେ ରେସର ଫେଡେରେସନର ମୁଖ୍ୟ ସଭାପତି ବ୍ରିଜଭୂଷଣ ସିଂଙ୍କୁ ଗିରଫ ଦାବିରେ ଗତ ସାତ ଦିନ ଧରି ଧାରଣାରେ ବସିଛନ୍ତି ।କୁସ୍ତି କ୍ଷେଦ୍ଧାଙ୍କୁ ଆଜି ପ୍ରିୟଙ୍କା ଗାନ୍ଧି ଧାରଣାରେ ଯୋଗଦେଇଥିଲେ । ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରେସଲରଙ୍କୁ ଯୋଗ ଦେଇଥିଲେ । ଆଉ କହିଥିଲେ ଯେଉଁମାନେ ଆମ ଦୋଶକୁ ଭଲ ପାଉଛ ଆପଣମାନେ ମାନେ ଆପ ପାର୍ଟି, କଂଗ୍ରେସ ପାର୍ଟି, ଓ ବିଜେପି ପାର୍ଟିର ହେଇଥାଅ କିମ୍ବା ଅନ୍ୟ କେଉଁ ପାର୍ଟିର ହୋଇଥାଅ ନା କାହିଁକି ନିଜ ନିଜ କାମରୁ ସମୟ ବାହାର କରି ରେସଲର ମାନଙ୍କୁ ସମର୍ଥନ କର ।ଏହି କଥା କହିବା ବେଳେ କେଜ୍ରିୱାଲ ପାଖରେ ବଜରଙ୍ଗ ପୁନିଆ ,ବିନିଶେ ଫୋଗାଟ, ସାକ୍ସି ମଲ୍ଲିକ ତାଙ୍କଠାରେ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ରେସଲର ମାନେ ନିଜପାଇଁ ଏହି ଧାରଣା କରୁନାହାନ୍ତିି ସେମାନେ ସମଗ୍ର କୁସ୍ତିବିତ ସଦସ୍ୟଙ୍କ ପାଇଁ ଏହା କରୁଛନ୍ତି । ଭାବନ୍ତୁ ସେହି ବ୍ୟାକ୍ତି ଜଣକ କେତେ ପାୱାର ଫୁଲ ତାଙ୍କୁ ଗିରପ କରିବାକୁ ୭ଦିନ ସମୟ ଲାଗୁଛି ତାହା ପୁଣି ସୁମ୍ରିମ କେର୍ଟଙ୍କ ହସ୍ତକ୍ଷେପରେ ।

Related posts

ରେସଲରଙ୍କ ସମର୍ଥରେ ନୀରଜ ଓ ସାନିଆ

Odisha Sports Bureau

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଘରକୁ ଫେରିଲେ କୁସ୍ତିଯୋଦ୍ଧା

Odisha Sports Bureau