Cricket

ଆସନ୍ତାକାଲି ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

କିଏ ଜିତବ ଚଳିତ ଆଇପିଏଲ ଟ୍ରଫି । ଗତକାଲି କଡା ମୁକାବିଲା ଦେଖିବାକୁ ମିଳିବ ଚେନ୍ନାଇ ଗୁଜରାଟ ମଧ୍ୟରେ । କ୍ବାଲିଫାୟର-୨ରେ ମୁମ୍ବାଇକୁ ହରାଇଲା ଗୁଜରାଟ ।ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା।ଜବାବରେ ସମସ୍ତ ୱିକେଟ୍ ହରାଇ ମୁମ୍ବାଇ ୧୭୧ ରନ୍ କରିବାରେ ସକ୍ଷମ ହୋଇଥିଲା।ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା ।ରବିବାର ଆଇପିଏଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ରବିବାର ଏହି ମ୍ୟାଚରେ ୧୦ମ ଥର ଫାଇନାଲ୍କୁ ଏଣ୍ଟ୍ରି କରିଥିବା ଚେନ୍ନାଇ କୁ ଭେଟିବ ଗୁଜରାଟ । ମ୍ୟାଚ୍ରେ ଆରମ୍ଭରୁ ଗୁଜରାଟ ଓ ଚେନ୍ନାଇ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା।ଗତ କାଲି କିଏ ଜିତିବ ସେଥିପାଇଁ ଦର୍ଶକ ମାନେ ଖୁବ ଏକ୍ସାଇଟେଟ ଅଛନ୍ତି । ଧୋନିଙ୍କ ପାଇଁ ଏହି ମ୍ୟାଚଟି ବହୁ ଖାସ ।କାଲି ଧୋନି କେଉଁ ରଣନୀତି କରୁଛନ୍ତି ଜିତିବା ପାଇଁ ତାହା ମଧ୍ୟ ଦେଖିବାକୁ ମିଳିବ ।

Related posts

ପ୍ରଶିକ୍ଷକ ନାଭାଲ ସିଂହଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ନୀରଜ, ସୁମିତ

Odisha Sports Bureau

ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ

Odisha Sports Bureau

ଲସ୍ ଆଞ୍ଜେଲସ୍‌ରେ ନାଇଟ୍ ରାଇଡର୍ସ କ୍ରିକେଟ୍ ଗ୍ରାଉଣ୍ଡର ଉଦଘାଟନ କରିଛନ୍ତି ଶାହରୁଖ୍…