Uncategorized

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ଆଣିଲେ ପ୍ରତ୍ୟାଶା

 ଓଡ଼ିଶା: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରୁ ଶୁକ୍ରବାର ଓଡ଼ିଶା ପିଏ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଅନ୍ତର୍ଜାତୀୟ ତାରକା ପ୍ରତ୍ୟାଶା ରାୟ । ୧୦୦ ମିଟର୍‌ ବ୍ୟାକଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର୍‌ ଫ୍ରିଷ୍ଟାଇଲ୍‌ରେ ରୌପ୍ୟ ପଦକ ଜିତିବାରୁ ଓଡ଼ିଶା ପଦକ ସଂଖ୍ୟା ୪ରେ ପହଞ୍ଚିଛି।

Related posts

୩୭ତମ ଜାତୀୟ କ୍ରୀଡାରେ ଓଡିଶାକୁ ୫୮ଟି ପଦକ

Odisha Sports Bureau

ସ୍ୱର୍ଣପଦକ ଜିତିଲେ ପ୍ରଣବ

Odisha Sports Bureau

ଆସନ୍ତା ଶିକ୍ଷା ବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

Odisha Sports Bureau