More Sports

ଜାତୀୟ ରଗବି ଲାଗିରେ ଓଡ଼ିଶାର ନେତୃତ୍ଵ ନେବେ ହୁପି ମାଝୀ

ଭୁବନେଶ୍ୱର: ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ମହିଳା ରଗ୍ବି ସେଭେନ୍ସ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ କରାଯାଇଛି। ହୁପି ମାଝିଙ୍କ ନେତୃତ୍ବରେ ଓଡ଼ିଶା ଦଳ ଗୁରୁବାର ପୁଣେ ଗସ୍ତ କରିବ। ରଜନୀ ସବର, ପ୍ରଶିକ୍ଷକ, ସୁଧାସିନ୍ଧୁ ସାହୁ, ପ୍ରବନ୍ଧକ ଓ ସୌମ୍ୟଶ୍ରୀ ମିଶ୍ର, ଫିଜିଓ ଦଳ ସହ ପୁଣେ ଯାତ୍ରା କରିବେ। ଓଡ଼ିଶା ଦଳ: ଡୁମୁନି ମାର୍ଣ୍ଡି, ତାରୁଲତା ନାଏକ, ରୀନା ସିଂହ, ଗୀତାରାଣୀ ସାଇ, ପାର୍ବତୀ କୁସ୍କୁ, ମଞ୍ଜୁଲତା ପ୍ରଧାନ, ହୁପି ମାଝି (ଅଧିନାୟିକା), ରଞ୍ଜିତା ନାଏକ, ମାଲିନ ସୟ, ପାର୍ବତୀ ହାଁସ୍ଦା, ନିର୍ମାଲ୍ୟ ରାଉତ, ମାମା ନାଏକ। ଏହି ପ୍ରତିଯୋଗିତା ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଚାଲିବ।

Related posts

ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା,୫୫୦ ଜଣ ଭାଗ ନେବେ

Odisha Sports Bureau

୧୬ରୁ ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ

Odisha Sports Bureau

ମୁଁ ଦ୍ୱିତୀୟ ସଚିନ୍ ତେନ୍ଦୁଲକର ହୋଇଥାନ୍ତି: ଟ୍ରିପଲ୍ ଏଚ୍

Odisha Sports Bureau