Cricket

ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର

ମୁମ୍ବାଇ : ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର । ପିଠିରେ ଅସ୍ତ୍ରୋପଚାର କରାଇବା ପରେ ଏନ୍ସିଏରେ ଫିଟ୍ନେସ ପ୍ରସ୍ତୁତି ଚଳାଇଥିବା ଭାରତର ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟରଙ୍କ ଏସିଅ। କପ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେ ଏପର୍ଯ୍ୟନ୍ତ ପୁରା ଫିଟ୍ ହୋଇପାରିନାହାନ୍ତି । ଅସ୍ତ୍ରୋପଚାର ସତ୍ତ୍ୱେ ସେ ଏବେବି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଗତ ଏପ୍ରିଲ୍ ମାସ ଲଣ୍ଡନର ଏକ ମେଡିକାଲରେ ଶ୍ରେୟସଙ୍କ ପିଠିରେ ଅସ୍ତ୍ରୋପଚାର କରାଇଥିଲେ ନିକଟରେ ଅ ।ୟର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଷୟ ଏନସିଏ ଡାକ୍ତରଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ଏକ ଇଞ୍ଜେକସନ୍ ଦିଅ ।ଯାଇଥିଲା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଏସିଅ । କପ୍ କ୍ରୀଡ଼ାସୂଚୀ ରହିଛି । ଏହି ସମୟ ବେଳକୁ ଅ ।ୟର ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବେ ସେ ଏସିଅ । କପ୍ ବେଳକୁ ପ୍ôରୟାବର୍ତ୍ତନ କରିବା ନେଇ ଅ।ଶା ବାନ୍ଧିଥିଲେ କିନ୍ତୁ ପିଠି ସମସ୍ୟା ଏବେବି ତାଙ୍କ ପ୍ରତ୍ୟାବର୍ତ୍ତନରେ ବାଧକ ସାଜିଛି । ପତ୍ନୀଙ୍କ ସାମ୍ନାରେ ଧୋନିଙ୍କୁ ଚକୋଲେଟ୍ ଦେଲେ ଏୟାର ହୋଷ୍ଟେସ୍, ଭିଡିଓ ଭାଇରାଲ୍ । ସେହିପରି ଅ ।ଗାମୀ ଦିନିକିଆ ବିଶ୍ୱ କପ ପୂର୍ବରୁ ସେ ଫିଟ୍ ହୋଇଯିବାର ସମ୍ଭାବନା ରହିଛି । ବିଶ୍ୱକପ ଆଉ ୩ ମାସରୁ କମ୍ ସମୟ ରହିଛି ଆଗାମୀ ଅକ୍ଟୋବର ୫ତାରିଖରୁ ବିଶ୍ୱକପ୍ ଅ।ରମ୍ଭ ହୋଇ ନଭେମ୍ବର ୯ ତାରିଖ ଶେଷ ହେବ ।

Related posts

ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତି ଘୋଷଣା

Odisha Sports Bureau

ଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳ

Odisha Sports Bureau