Cricket

RCB ମୁଖ୍ୟ କୋଚରୁ ବାରଙ୍ଗ ବିଦା, ଆଣ୍ଡା ଫ୍ଲାୱାର ନୂଆ ନିଯୁକ୍ତି ।

ନୁଆଦିଲ୍ଲୀ: RCB ମୁଖ୍ୟ କୋଚ ହେଲେ ଜିମ୍ବାୱେ କ୍ରିକେଟର ଆଣ୍ଡି ଫ୍ଲାଓର।ପୂର୍ବରୁ ସଞ୍ଜୟ ବାଙ୍ଗର ଆର୍ସିବିରି ମୁଖ୍ୟ କୋଚ୍ ଦାୟିତ୍ୱରେ ଥିଲେ । ଟିମ ସହ ତାଙ୍କର ଚୁକ୍ତି ଶେଷ ହେବା ପରେ ଜଉଈ ମୁଖ୍ୟ କୋଚ ହୋଇଛନ୍ତି ଆଣ୍ଡା ଫ୍ଲାୱାର । ଏନେଇ ଦଳ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦିଆଯାଇଛି।ଆଉ ଲେଖିଛନ୍ତି ଆମେ ମାଇକ୍ ହେସନ୍ ଏବଂ ସଞ୍ଜୟଙ୍କୁ ଧନ୍ୟବାଦ ଦେଉଛୁ। କାର୍ୟ୍ୟକୁ ନେଇ ଉଭୟଙ୍କ ନୈତିକତା ସର୍ବଦା ପ୍ରଭାବଶାଳୀ ରହିଆସିଛି।ଗତ ଚାରି ବର୍ଷରେ, ଅନେକ ଯୁବକଙ୍କୁ ଶିଖିବାର ସୁଯୋଗ ଦିଆଯାଇଥିଲା। ଯେଉଁମାନେ ସଫଳ ହୋଇଛନ୍ତି। ଉଭୟଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି। ମାଇକ୍ ଏବଂ ସଞ୍ଜୟଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ଆର୍ସିବି ଟ୍ୱିଟ୍ କରିଛି।

Related posts

ଟେଷ୍ଟରେ ବିରାଟ କୋହଲିଙ୍କ ୧୨ ବର୍ଷ,ଫ୍ୟାନ୍ସକୁ ଜଣାଇଲେ ଧନ୍ୟବାଦ

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

Odisha Sports Bureau

ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ

Odisha Sports Bureau