Cricket

ସଚିନ୍‌ ତେନ୍ଦୁଲ୍‌କର୍‌ଙ୍କ ବିଜ୍ଞାପନକୁ ବିରୋଧ

ମୁମ୍ବାଇ: ସଚିନ୍‌ ତେନ୍ଦୁଲ୍‌କର୍‌ଙ୍କ ବିଜ୍ଞାପନକୁ ବିରୋଧ | ‘ଅନ୍‌ଲାଇନ୍‌ ଗେମିଙ୍ଗ୍‌ ବିଜ୍ଞାପନ’ରେ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲ୍‌କର୍‌ଙ୍କ ସମ୍ପୃକ୍ତିକୁ ପରେ ତାଙ୍କ ବାସଭବନ ବାହାରେ ସ୍ବାଧୀନ ବିଧାୟକ ବଚ୍ଚୂ କଡୂ ଓ ତାଙ୍କର ସହଯୋଗୀମାନେ ପ୍ରବଳ ପ୍ରତିବାଦ ଚଳାଇଥିଲେ‌ ବୋଲି ପୁଲିସ କହିଛି। ବଚ୍ଚୂ କଡୂଙ୍କ ନେତୃତ୍ବରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ସମସ୍ତ ପ୍ରତିବାଦକାରୀଙ୍କୁ ପୁଲିସ ବାନ୍ଦ୍ରା ଥାନାକୁ ନେଇଛି।

ମହାରାଷ୍ଟ୍ର ସରକାରରେ ପୂର୍ବତନ ମନ୍ତ୍ରୀ ଥିବା କଡୂ ସଚିନ୍‌ଙ୍କୁ କୋର୍ଟ ନୋଟିସ୍‌ ଧମକ ଦେବାର ମାତ୍ର ୨ ଦିନ ପରେ ଆଜି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

Related posts

ବିସିସିଆଇ ପକ୍ଷରୁ ଷ୍ଟାଫ୍ ପାଇଁ ଦରଖାସ୍ତ ଆହ୍ନାନ

ବିଶ୍ଵକପ୍ ୨୦୨୬ ପାଇଁ ଭାରତ ଆସିବେ ୪୨ ପାକିସ୍ତାନୀ ଖେଳାଳି

Odisha Sports Bureau

ତୃତୀୟ ଟି-ଟ୍ୱେଣ୍ଟି, ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି

Odisha Sports Bureau