Cricket

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

ନୂଆଦିଲ୍ଲୀ : ଆଇସିସି ତରପରୁ ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି । ଏଥିରେ ଭାରତୀୟ ଦଳର ତାରକା ଓପନର ଶୁଭମନ ଗିଲ ଏବଂ ୱିକେଟ କିପର ବ୍ୟାଟର ଇଶାନ କିଷନ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ଗିଲ ଗୋଟିଏ ସ୍ଥାନରୁ ଉନ୍ନିତ ଘଟାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ଶୁଭମନ ଗିଲ୍‌ଙ୍କୁ ରେଟିଂ ପଏଣ୍ଟ ୭୫୦ ରହିଛି। ସେ ଏସିଆ କପ୍ ୨୦୨୩ରେ ନେପାଳ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଗିଲ୍‌ ପାକିସ୍ତାନ ବିପକ୍ଷରେ ୧୦ ରନ କରି ପାରିଥିଲେ। ଇଶାନ କିଷନଙ୍କ ରେଟିଂ ହେଉଛି ୬୨୪। ଇଶାନ ପାକିସ୍ତାନ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିଲେ। ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ମୁସ୍କିଲ ସ୍ଥିତିରେ ୮୧ ବଲ୍‌ରୁ ୯ ଚୌକା ଓ ୨ ଛକା ସହ ୮୨ ରନର ଲଢୁଆ ଇନିଂସ ଖେଳିଥିଲେ।

Related posts

କାନପୁର ଟେଷ୍ଟରେ ଶୁଭିଲା ଅବିଶ୍ୱସନୀୟ ଶବ୍ଦ

Odisha Sports Bureau

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

Odisha Sports Bureau

ଗିରଫ ହେଲେ ପୂର୍ବତନ କ୍ରିକେଟର ବିନୋଦ

Odisha Sports Bureau