Cricket

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ: ଦିନିକିଆରେ ପୂରଣ କଲେ ୧୦ ହଜାର ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ କରିଛନ୍ତି । କଲମ୍ବୋରେ ଆର୍ ପ୍ରୋମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପର ସୁପର-୪ ମ୍ୟାଚରେ ରୋହିତ ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି।ରୋହିତ ଏହି ରେକର୍ଡ ହାସଲ କରିବାରେ ଷଷ୍ଠ ଭାରତୀୟ ହୋଇଛନ୍ତି।ରୋହିତ ଏପର୍ଯ୍ୟନ୍ତ ୧୦ ହଜାର ରନ୍‌ ପୂରଣ କରିବା ପାଇଁ ୩୦ ଶତକ ଏବଂ ୫୦ ଅର୍ଦ୍ଧଶତକୀୟ ପାଳି ଖେଳି ସାରିଛନ୍ତି।

Related posts

ପର୍ଥ ଟେଷ୍ଟର ଚତୁର୍ଥ ଦିନ ଭାରତ ଆଗରେ ୨୮୭ର ବିଜୟ ଲକ୍ଷ୍ୟ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ସାମ କରନ

Odisha Sports Bureau

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ

Odisha Sports Bureau