Cricket

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ: ଦିନିକିଆରେ ପୂରଣ କଲେ ୧୦ ହଜାର ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ କରିଛନ୍ତି । କଲମ୍ବୋରେ ଆର୍ ପ୍ରୋମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପର ସୁପର-୪ ମ୍ୟାଚରେ ରୋହିତ ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି।ରୋହିତ ଏହି ରେକର୍ଡ ହାସଲ କରିବାରେ ଷଷ୍ଠ ଭାରତୀୟ ହୋଇଛନ୍ତି।ରୋହିତ ଏପର୍ଯ୍ୟନ୍ତ ୧୦ ହଜାର ରନ୍‌ ପୂରଣ କରିବା ପାଇଁ ୩୦ ଶତକ ଏବଂ ୫୦ ଅର୍ଦ୍ଧଶତକୀୟ ପାଳି ଖେଳି ସାରିଛନ୍ତି।

Related posts

ରଣଜୀ କ୍ରିକେଟରେ ଚମତ୍କାର ଖେଳ ପଦର୍ଶନ କରି ନା କମେଇଲେ ଖେଳାଳି ।

Odisha Sports Bureau

ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ୬ ୱିକେଟ୍ରେ ପରାସ୍ତ ହେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau

ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ

Odisha Sports Bureau