Cricket

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’: ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ

ଧର୍ମଶାଳା : ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ | ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଙ୍ଗ୍‌ କରିବ | ଆଜି ହିମାଚଳ ପ୍ରଦେଶର ଧରମଶାଳା ନଗରୀରେ ଥିବା ‘ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଚାଲିଛି ‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’ ମ୍ୟାଚ୍‌ |

ସଂଗୃହୀତ ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ 34 ଓଭର୍‌ ଖେଳି 7 ୱିକେଟ୍‌ ବିନିମୟରେ ଆଫଗାନିସ୍ତାନ 150 ରନ୍‌ ସଂଗ୍ରହ କରିଛି। ବାଂଲାଦେଶ ଟିମ୍‌ର ବୋଲର୍‌ ଶାକିବ୍‌ ଅଲ୍‌ ହସନ୍‌ ଆଫ୍‌ଗାନିସ୍ତାନର ଇବ୍ରାହିମ୍‌ ଜଦ୍ରାନ୍‌ଙ୍କୁ (୨୨ରନ୍‌) ଆଉଟ୍‌ କରି ପ୍ରଥମ ୱକେଟ୍‌ ହାସଲ୍‌ କରିଥିଲେ।

Related posts

ବିରାଟଙ୍କ ହୋଟେଲ ରୁମ ଭିଡିଓ ଭାଇରାଲ : ହୋଟେଲ ମ୍ୟାନେଜମେଣ୍ଟ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

Odisha Sports Bureau

ଇଣ୍ଡିଜ୍ କୁ ପରାସ୍ତ କରିବା ପରେ ‘ହିଟ୍ ମ୍ୟାନ୍’ଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ

Odisha Sports Bureau

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau