Cricket

ଖେଳାଳିଙ୍କୁ ଧରି କାନ୍ଦିଲେ ବାଳ‌କ

ନୂଆଦିଲ୍ଲୀ : ଆଫଗାନିସ୍ତାନ ଗତରବିବାର ବିଶ୍ବବିଜେତା ଇଂଲଣ୍ଡକୁ ୬୯ ରନ୍‌ରେ ହରାଇଥିଲା। ଅବିଶ୍ବସନୀୟ ଓ ଅସାଧାରଣ ଦଳଗତ ପ୍ରଦର୍ଶନ ସହ ନିଜ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପଡ଼ିଆରେ ବସି ମ୍ୟାଚ ଦେଖୁଥିବା ବେଳେ ଆଫଗାନିସ୍ତାନର ଏଭଳି ବିଜୟ ପରେ ଜଣେ କୁନି ଫ୍ୟାନ୍ସ ଭୋଭୋ ହୋଇ କାନ୍ଦି ପକାଇଥିଲେ। ଆଉ ପଡ଼ିଆ ଭିତରକୁ ଆସି ଆଫଗାନିସ୍ତାନର ମୁଜୀବ-ଉର୍-ରହମାନଙ୍କୁ ଆଲିଙ୍ଗନ କରି କାନ୍ଦିଥିଲେ। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା। ଏ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।

Related posts

ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ଓଡ଼ିଶାରୁ ୪

Odisha Sports Bureau

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

Odisha Sports Bureau

ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ

Odisha Sports Bureau